ଚେନ୍ନାଇରୁ ଫେରିଥିବା ପ୍ରବାସୀଙ୍କୁ ଖାଦ୍ୟ ପ୍ରଦାନ କଲେ ସମାଜସେବୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଚେନ୍ନାଇରୁ ଢେଙ୍କାନାଳ ବସଷ୍ଟାଣ୍ଡରେ ପହଁଚିଥିବା କିଛି ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଆଜି ସକାଳେ କିଛି ପ୍ରବାସୀ ଚେନ୍ନାଇରୁ ଢେଙ୍କାନାଳ ବସଷ୍ଟାଣ୍ଡରେ ଆସି ପହଞ୍ଚି ଥିଲେ ଏହାପରେ ବିଜେଡି ଯୁବ ନେତା, ସମାଜସେବୀ ତଥା ଏଇତ ଜୀବନର ଜିଲ୍ଲା ଆବାହକ ଇଂ.ଶୁଭ ପ୍ରସାଦ ପଣ୍ଡା ଶୁଖିଲା ଖାଦ୍ୟ ପାନୀୟ ଜଳ ପ୍ରଦାନ କରିଥିଲେ ଏବଂ ପୋଲିସ ଓ ପୌର ସଂସ୍ଥାର ସହଯୋଗର ବନମାଳୀ ପ୍ରସାଦ ସଙ୍ଗରୋଧ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ ।

ରିପୋର୍ଟ : ଶୁଭମ ପାଣି