ଏନ.ଟି.ଆରଙ୍କୁ ସ୍ମରଣ ଲକ୍ଷରେ ଫ୍ରି ଅର୍ଣ୍ଣ ଦାନ କେନ୍ଦ୍ର : ଆନ୍ନା କ୍ୟାଣ୍ଟିନ ୨୧୭ ଦିନରେ

ବିଶାଖାପାଟଣା(ସମୃଦ୍ଧଓଡିଶା)ସ୍ୱର୍ଗତ ନନ୍ଦାମୁରୀ ତାରକାରାମା ରାଓଙ୍କ ଶତବାର୍ଷିକୀ ଅବସରରେ ତେଲୁଗୁ ଦେଶମ ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ନାରା ଚନ୍ଦ୍ରବାବୁ ନାଇଡୁଙ୍କ ଆହ୍ୱାନରେ ଗରିବ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ବାପାଟଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତେଲୁଗୁ ଦେଶାମ ପାର୍ଟି ପକ୍ଷରୁ ଆନ୍ନା କ୍ୟାଣ୍ଟିନ ପ୍ରତିଷ୍ଠା କରାଯାଇଥିଲା। ପାର୍ଟି ଅଫିସ ତେଲୁଗୁ ଦେଶମ ପାର୍ଟିର ଦାୟିତ୍ୱରେ ଥିବା ଶ୍ରୀଭେଜେନା ନରେନ୍ଦ୍ର ବର୍ମାଙ୍କ ତତ୍ୱାବଧାନରେ ପରିଚାଳିତ ଏହି ଫ୍ରି ଅର୍ଣ୍ଣ ଦାନ ପୂର୍ବତନ ମୂଖମନ୍ତ୍ରୀ ଏନ ଟି ଆର ଙ୍କୁ ସ୍ମରଣ କରିବା ସହ ଗରୀବ ଲୋକମାନଙ୍କର ଭୋକ ମେଣ୍ଟାଇବା ପାଇଁ ଏଭଳି ଏକ ଭଲ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଦାତାମାନଙ୍କୁ ନରେନ୍ଦ୍ର ବର୍ମା କୃତଜ୍ଞତା ଜଣାଇଛନ୍ତି।

217వ రోజు అన్న క్యాంటీన్

స్వర్గీయ నందమూరి తారకరామారావు గారి శత జయంతి సందర్భంగా తెలుగుదేశం పార్టీ జాతీయ అధ్యక్షులు శ్రీ నారా చంద్రబాబు నాయుడు గారి పిలుపు మేరకు పేద ప్రజల ఆకలి తీర్చాలన్న సంకల్పంతో బాపట్ల నియోజకవర్గ తెలుగుదేశం పార్టీ కార్యాలయం వద్ద తెలుగుదేశం పార్టీ ఇన్ ఛార్జ్ శ్రీ వేగేశన నరేంద్ర వర్మ గారి ఆధ్వర్యంలో ఏర్పాటు చేసిన అన్న క్యాంటీన్ నందు నేడు 217వ రోజు కంకటపాలెం కి చెందిన కొమ్మినేని అరహ గారి మొదటి పుట్టినరోజు రోజు సందర్భంగా వారి తల్లిదండ్రులు వెంకన్నబాబు-దీప్తి గార్ల సహకారంతో దాదాపు 280 మంది పేదలకు అన్న వితరణ చేయడం జరిగింది. పేదల ఆకలి తీర్చే ఇంత మంచి కార్యక్రమంలో భాగస్వామ్యులు అయ్యి తమ సహకారాన్ని అందించిన దాతలకు నరేంద్ర వర్మ గారు ధన్యవాదాలు తెలియజేశారు.