ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ପଥଚାରିମାନଙ୍କୁ ଡାକ୍ତରୀ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସ୍ଥିତ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥ ପକ୍ଷରୁ ସଡକ ସୁରକ୍ଷା ଜୀବନ ରକ୍ଷା ସପ୍ତାହର ଉଦଯାପନୀ ହୋଇଛି । ସପ୍ତାହ ସାରା ରାଜପଥ କତୃପକ୍ଷଙ୍କ ଦ୍ଵାରା ରାଜପଥରେ ଯାଉଥିବା ପଥଚାରୀଙ୍କୁ ହେଲମେଟ ପିନ୍ଧିବା, ମଦ ପିଇ ଗାଡ ନଚାଲାଇଵା, ଗାଡ଼ି ଚଳାଉଥିବା ସମୟରେ ଫୋନ ବ୍ୟବହାର ନ କରିବା, କାରରେ ସିଟ୍ ବେଲ୍ଟ ପିନ୍ଧିବା, ଉଭୟ କଡ଼କୁ ଦେଖି ସାବଧାନତାର ସହ ଗାଡ଼ି ଚଲାଇବାକୁ ପରାମର୍ଶ ଦିଆଯାଉଥିବା ବେଳେ, ଉଦଯାପନୀରେ ଟୋଲପ୍ଲାଜା ନିକଟରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ରାଜପଥରେ ଯାଉଥିବା ଗାଡ଼ି ଡ୍ରାଇଭର, ହେଲପର ମାନଙ୍କୁ ଅଟକ କରାଯାଇ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ତେବେ ଏଭଳି କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢାଇଛନ୍ତି ସମାଜସେବୀ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସ୍ଥିତ ଲଖ୍ମଣନାଥ ଟୋଲ ପ୍ଲାଜା ନିକଟରେ ଜାତୀୟ ରାଜପଥ ପକ୍ଷରୁ ସଡକ ସୁରକ୍ଷା ଜୀବନ ରକ୍ଷା ସପ୍ତାହର ଉଦଯାପନୀ ହୋଇଛି । ସପ୍ତାହ ସାରା ରାଜପଥ କତୃପକ୍ଷଙ୍କ ଦ୍ଵାରା ରାଜପଥରେ ଯାଉଥିବା ପଥଚାରୀଙ୍କୁ ହେଲମେଟ ପିନ୍ଧିବା, ମଦ ପିଇ ଗାଡ ନଚାଲାଇଵା, ଗାଡ଼ି ଚଳାଉଥିବା ସମୟରେ ଫୋନ ବ୍ୟବହାର ନକରିବା, କାରରେ ସିଟ୍ ବେଲ୍ଟ ପିନ୍ଧିବା, ଉଭୟ କଡ଼କୁ ଦେଖି ସାବଧାନତାର ସହ ଗାଡ଼ି ଚଲାଇବାକୁ ପରାମର୍ଶ ଦିଆଯାଉଥିବା ବେଳେ, ଉଦଯାପନୀରେ ଟୋଲପ୍ଲାଜା ନିକଟରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ରାଜପଥରେ ଯାଉଥିବା ଗାଡ଼ି ଡ୍ରାଇଭର, ହେଲପର ମାନଙ୍କୁ ଅଟକ କରାଯାଇ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ତେବେଏଭଳି କାର୍ଯ୍ୟକ୍ରମକୁ ସହଯୋଗର ହାତ ବଢାଇଛନ୍ତି ସମାଜସେବୀ ।