ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ୫ ଜୁନ, ବିଶ୍ୱ ପରିବେଶ ଦିବସ ଅବସରରେ ମେରାମଣ୍ଡଳୀ ମେଡିକାଲ ପରିସରରେ ମୁଖ୍ୟ ଅତିଥି ଭାବରେ ଏନଏମଭିଏଲ(NBVL) କମ୍ପାନୀର ଭି.ପି ଯଶୋବନ୍ତ ପଟ୍ଟନାୟକ, ମେଡିକାଲ ଅଫିସର ଡ଼ଃ. ଗୁଞ୍ଜନା ନାୟକ, ଏନଏମଭିଏଲ(NBVL) କମ୍ପାନୀର ସିଏସଆର(CSR) ବିଭାଗ କର୍ମଚାରୀ ଓ ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ସାହୁ, ଉପସଭାପତି ଅରୁଣ କୁମାର ବେହେରା, ସମ୍ପାଦିକା ବିଭାରଣୀ ପାତ୍ର, ସରପଞ୍ଚ ଶ୍ରୀମତୀ ମlଳାଞ୍ଜଳୀ ସାହୁ, ସଦସ୍ୟ ଚିନ୍ମୟ ପଣ୍ଡା, ସନ୍ଧ୍ୟାରାଣୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ ।