କୋଭିଡ-୧୯ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କଲେ ରାଜ୍ୟପାଳ…

ବିଜୟୱାଡା (ସମୃଦ୍ଧ ଓଡିଶା) ରାଜ୍ୟରେ କୋଭିଡ-୧୯ର ସ୍ଥିତି କିଭଳି ଅଛି ସେ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କଲେ ଆନ୍ଧ୍ର ରାଜ୍ୟପାଳ ଡ଼. ବିଶ୍ୱଭୂଷଣ ହରି ଚନ୍ଦନ । ରାଜ ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟପାଳ ଡ଼. ହରିଚନ୍ଦନ ରାଜ୍ୟରେ ଥିବା ୧୩ଟି ଯାକ ଜିଲ୍ଲାର ଜିଲ୍ଲାପାଳ ଓ ରେଡ଼କ୍ରସର ଜିଲ୍ଲା ଅଧିକାରୀ ମାନଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ପୂଙ୍ଖାନୁପୁଙ୍ଖ ଆଜି ଆଲୋଚନା କରିଛନ୍ତି । କୋଭିଡ-୧୯ ସମ୍ପର୍କରେ ଜିଲ୍ଲାରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସଚେତନ କରାଇବା ସହ ଅନୁସଙ୍ଗିକ ପ୍ରତିଷେଧମୂଳକ କାର୍ଯ୍ୟ ପନ୍ଥା କଡାକଡି ଭାବେ ପାଳନ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ମଧ୍ୟ ପ୍ରବାସୀ ଶ୍ରମିକ ମାନଙ୍କର ସୁବିଧା ଅସୁବିଧା ସ୍ୱତନ୍ତ୍ର ଭାବେ ପରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ ଭବନରେ ଅନୁଷ୍ଠିତ ଏହି ଭିଡିଓ କନଫେରେନସିରେ ରାଜ୍ୟପାଳଙ୍କ ସମେତ ଆନ୍ଧ୍ର ପ୍ରଦେଶ ରାଜ୍ୟ ରେଡ଼କ୍ରସ ଅଧ୍ୟକ୍ଷ ଶ୍ରୀଧର ରେଡ୍ଡୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମୁଖେସ କୁମାର ମିନା, ସାଧାରଣ ସମ୍ପାଦକ ଡି.ପରିଡା ପ୍ରମୁଖ ଅଂଶ ଗ୍ରହଣ କରି ଜିଲ୍ଲାପାଳ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ରିପୋର୍ଟ : ସୁଧୀର ପଟ୍ଟନାୟକ 

ఆంధ్రప్రదేశ్ గవర్నర్ శ్రీ బిస్వ భూషన్ హరి చందన్, ఇండియన్ రెడ్ క్రాస్ ఆంధ్రప్రదేశ్ రాష్ట్ర శాఖ అధ్యక్షుడి హోదాలో ఈరోజు జిల్లా కలెక్టర్లు, జిల్లా యూనిట్ అధికారులతో రాజ్ భవన్ కార్యాలయం నుంచి వీడియో కాన్ఫరెన్స్ నిర్వహించారు. రాష్ట్రంలో కరోనా వైరస్ వ్యాప్తిని అరికట్టడానికి రెడ్ క్రాస్ ద్వారా చేపట్టిన కార్యక్రమాలపై సమీక్ష నిర్వహించారు. కరోనా వ్యాప్తిని అరికట్టడానికి రెడ్ క్రాస్ రాష్ట్ర మరియు జిల్లాల లోని శాఖలు చేపట్టిన కార్యక్రమాలను ప్రశంసించారు. కరోనా వైరస్ పట్ల ప్రజలను మరింత చైతన్య పరచవలసినదిగా గవర్నర్ శ్రీ హరి చందన్ జిల్లా కలెక్టర్లను, రెడ్ క్రాస్ జిల్లా అధికారులను కోరారు. వలస కార్మికుల సమస్యల పట్ల ప్రత్యేక శ్రద్ధ తీసుకోవాలని గవర్నర్ కోరారు. గవర్నర్ కార్యదర్శి శ్రీ ముకేష్ కుమార్ మీనా, రెడ్ క్రాస్ ఆంధ్రప్రదేశ్ శాఖ చైర్మన్ శ్రీ శ్రీధర్ రెడ్డి, ప్రధాన కార్యదర్శి శ్రీ ఎ. కె. పరీడా, వివిధ జిల్లా కలెక్టర్లు, జిల్లా అధికారులు వీడియో సమావేశంలో పాల్గొన్నారు.